ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁହ ଛଳ ଛଳ ଆଖିରେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁହ ଛଳ ଛଳ ଆଖିରେ   କ୍ରିୟା ବିଶେଷଣ

ଅର୍ଥ : ଲୁହ ପୂର୍ଣ୍ଣ ଆଖିରେ

ଉଦାହରଣ : ରମେଶ ଲୁହ ଛଳ ଛଳ ଆଖିରେ ନିଜର ଦୁଃଖ ଶୁଣାଉଥିଲା

ସମକକ୍ଷ : ସାଶ୍ରୁନୟନରେ


ଅନ୍ୟ ଭାଷାରେ ଅନୁବାଦ :

आँखों में आँसू भरकर।

रमेश साश्रु अपनी व्यथा सुना रहा था।
साश्रु