ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁବ୍ଧ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁବ୍ଧ କରିବା   କ୍ରିୟାପଦ

ଅର୍ଥ : ଏଭଳି କାମ କରିବା ଯେଉଁଥିରେ କାହାରି ମନରେ ଲୋଭ ଉତ୍ପନ୍ନ ହେବ

ଉଦାହରଣ : ଅପରାଧୀ ପୋଲିସକୁ ବହୁତ ଟଙ୍କା ଦେବାକୁ କହି ପ୍ରଲୋଭିତ କଲା

ସମକକ୍ଷ : ପ୍ରଲୋଭିତ କରିବା, ଲାଳସା ଦେଖେଇବା, ଲୋଭ ଦେଖେଇବା


ଅନ୍ୟ ଭାଷାରେ ଅନୁବାଦ :

ऐसा काम करना कि किसी के मन में लालच उत्पन्न हो।

अपराधी ने पुलिसवाले को बड़ी रकम देने की बात कहकर ललचाया।
ललचाना, लालच देना, लुब्ध करना, लुभाना

Give rise to a desire by being attractive or inviting.

The window displays tempted the shoppers.
invite, tempt

ଅର୍ଥ : କାହାକୁ କିଛି ଦେଖେଇ ତାକୁ ପାଇବାପାଇଁ ଅଧୀର କରିବା

ଉଦାହରଣ : ସାଧାରଣତଃ ବଡ଼ମାନେ ପିଲାମାନଙ୍କୁ ନିଜ ପାଖକୁ ଡାକିବାପାଇଁ ସେମାନଙ୍କୁ ଲୋଭ ଦେଖାଇଥାନ୍ତି

ସମକକ୍ଷ : ପ୍ରଲୋଭିତ କରିବା, ଲାଳସା ଦେଖେଇବା, ଲୋଭ ଦେଖେଇବା


ଅନ୍ୟ ଭାଷାରେ ଅନୁବାଦ :

किसी को कुछ दिखाकर उसे उस चीज़ को पाने के लिए अधीर करना।

बड़े अक्सर बच्चों को अपने पास बुलाने के लिए उन्हें ललचाते हैं।
ललचाना, लालच देना, लुब्ध करना, लुभाना

Provoke someone to do something through (often false or exaggerated) promises or persuasion.

He lured me into temptation.
entice, lure, tempt