ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁଚି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁଚି   ବିଶେଷ୍ୟ

ଅର୍ଥ : ମଇଦାରେ ତିଆରି ଏକ ପ୍ରକାର ପୁରି ଯାହା ଅତି ପତଳା ଓ ନରମ ହୋଇଥାଏ

ଉଦାହରଣ : ମାଆ ଲୁଚି ତିଆରି କରୁଛି


ଅନ୍ୟ ଭାଷାରେ ଅନୁବାଦ :

मैदे की बनी एक प्रकार की पूरी जो बहुत ही पतली और मुलायम होती है।

माँ लूची बना रही है।
लचुई, लुच्ची, लूची

A particular item of prepared food.

She prepared a special dish for dinner.
dish

ଅର୍ଥ : ମଇଦାରୁ ପ୍ରସ୍ତୁତ ଏକ ପତଳା ପୁରି

ଉଦାହରଣ : ଶ୍ୟାମ ଲୁଚି ଓ ତରକାରୀ ଖାଉଛି


ଅନ୍ୟ ଭାଷାରେ ଅନୁବାଦ :

मैदे की बनी एक प्रकार की पतली पूरी।

श्याम चूलिक और सब्जी खा रहा है।
चूलिक

A particular item of prepared food.

She prepared a special dish for dinner.
dish

ଅର୍ଥ : ମଇଦାରେ ତିଆରି ହୋଇଥିବା ଗୋଟିଏ ପତଳା ନରମ ଖାଦ୍ୟ

ଉଦାହରଣ : ଲୁଚିକୁ ଘିଅରେ ଛଣା ଯାଏ


ଅନ୍ୟ ଭାଷାରେ ଅନୁବାଦ :

मैदे का बना एक पतला, मुलायम पकवान।

लुचुई घी में छाना जाता है।
लुचुई

A particular item of prepared food.

She prepared a special dish for dinner.
dish