ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୀଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୀଳା   ବିଶେଷ୍ୟ

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ଲୀଳାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ନଗଣ ଏବଂ ଗୋଟିଏ ଗୁରୁ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

एक वर्णवृत्त।

लीला के प्रत्येक चरण में क्रम से भगण, नगण और एक गुरु होता है।
लीला

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ଏକ ମାତ୍ରା ଛନ୍ଦ

ଉଦାହରଣ : ଲୀଳାର ପ୍ରତ୍ୟେକ ପାଦରେ ବାରଟି ମାତ୍ରା ଥାଏ


ଅନ୍ୟ ଭାଷାରେ ଅନୁବାଦ :

एक मात्रिक छंद।

लीला के प्रत्येक चरण में बारह मात्राएँ होती हैं।
लीला

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ଏକ ମାତ୍ରା ଛନ୍ଦ ଯେଉଁଥିରେ ଚବିଶ ମାତ୍ରା ଥାଏ

ଉଦାହରଣ : ଲୀଳାରେ ସାତଟି,ସାତଟି,ସାତଟି ଏବଂ ତିନିଟିର ବିରାମକୁ ନେଇ ଚବିଶଟି ମାତ୍ରା ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

एक मात्रिक छंद जिसमें चौबीस मात्राएँ होती है।

लीला में सात, सात, सात एवं तीन के विराम से चौबीस मात्राएँ होती हैं।
लीला

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : କେବଳ ମନୋରଞ୍ଜନ ନିମନ୍ତେ କରାଯାଉଥିବା କାମ

ଉଦାହରଣ : ମାଆ ଯଶୋଦା ବାଳ କୃଷ୍ଣଙ୍କ ଲୀଳା ଦେଖି ବହୁତ ପ୍ରସନ୍ନ ହେଉଥିଲେ


ଅନ୍ୟ ଭାଷାରେ ଅନୁବାଦ :

केवल मनोरंजन के लिए किया जानेवाला काम।

माँ यशोदा बाल कृष्ण की लीला देखकर बहुत प्रसन्न होती थीं।
लीला

ଅର୍ଥ : ଅବତାରମାନଙ୍କର ବା ଦେବତାମାନଙ୍କର ଚରିତ୍ରର ଅଭିନୟ

ଉଦାହରଣ : ରାମନବମୀ ଅବସରରେ ଗାଁରେ ରାମଲୀଳାର ଆୟୋଜନ କରାଯାଇଥିଲା


ଅନ୍ୟ ଭାଷାରେ ଅନୁବାଦ :

अवतारों या देवताओं के चरित्र का अभिनय।

रामनवमी के अवसर पर गाँव में राम की लीला का आयोजन किया गया है।
लीला

ଅର୍ଥ : ଗର୍ବପୂର୍ବକ ନିଜର ହାବଭାବ ଦେଖାଇବା କ୍ରିୟା ବା ଭାବ

ଉଦାହରଣ : ତାହାର ଠାଣିମାଣି ମୋତେ ଆକୃଷ୍ଟ କରୁଛି

ସମକକ୍ଷ : ଛଇଛଟକ, ହାବଭାବ


ଅନ୍ୟ ଭାଷାରେ ଅନୁବାଦ :

आभिमानपूर्वक अपने नखरे दिखाने की क्रिया या भाव।

उसकी इतराहट मुझे लुभाती है।
इतराहट, मटकन

A deliberate pretense or exaggerated display.

affectation, affectedness, mannerism, pose