ଅର୍ଥ : କୂଅର ଯେଉଁ ଶୀର୍ଷରୁ ଗୋରୁ ଚମଡ଼ାର ବଡ଼ ମୁଣାରେ ପାଣି ବୁହାଯାଏ
ଉଦାହରଣ :
ମାଟି ବୋହିବାକୁ ଅଟକାଇବା ପାଇଁ କୃଷକ ଲିଲାର ଏବଂ ତା ଆଖପାଖ ଜାଗାରେ ନଡ଼ା ବିଛାଇଲା
ଅନ୍ୟ ଭାଷାରେ ଅନୁବାଦ :
कुएँ का वह सिरा जहाँ चरसे का पानी उलटते हैं।
किसान ने मिट्टी को बहने से रोकने के लिए लिलार और उसके आस-पास की जगह पर पुआल बिछाया।