ଅର୍ଥ : ମାଟିଆ ରଙ୍ଗ ବିଶିଷ୍ଟ ଏକପ୍ରକାର କୋଇଲା
ଉଦାହରଣ :
ବିହାରରେ ଲିଗନାଇଟ୍ର ଦୁଇଟି ଖଣିର ସନ୍ଧାନ ମିଳିଛି
ସମକକ୍ଷ : ଧୂସର କୋଇଲା
ଅନ୍ୟ ଭାଷାରେ ଅନୁବାଦ :
एक प्रकार का कोयला जो भूरे रंग का होता है।
बिहार में लिग्नाइट की दो खानों का पता चला है।