ଅର୍ଥ : ଯେ ଦେଖିବାକୁ ଆକର୍ଷଣୀୟ ବା ଯାହାର ରୂପ ସୁନ୍ଦର
ଉଦାହରଣ :
ତା ପୁଅ ବହୁତ ସୁନ୍ଦର
ସମକକ୍ଷ : କମନୀୟ, ଚାରୁ, ମନୋଜ୍ଞ, ମନୋହର, ରୁଚିର, ରୂପବନ୍ତ, ସୁଡୌଲ, ସୁନ୍ଦର
ଅନ୍ୟ ଭାଷାରେ ଅନୁବାଦ :
जिसकी शक्ल-सूरत अच्छी हो।
उसका लड़का बहुत सुंदर है।Pleasing in appearance especially by reason of conformity to ideals of form and proportion.
A fine-looking woman.