ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଟିନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଟିନ   ବିଶେଷ୍ୟ

ଅର୍ଥ : ଯେଉଁ ଲିପିରେ ଇଂରାଜୀ, ଲାଟିନ, ଫ୍ରେଞ୍ଚ, ଜର୍‌ମାନ୍ ଆଦି ଭାଷାଗୁଡ଼ିକ ଲେଖାଯାଏ

ଉଦାହରଣ : ଏହି ପୁସ୍ତକ ରୋମାନ ଲିପିରେ ଲେଖାଯାଇଛି

ସମକକ୍ଷ : ରୋମାନ, ରୋମାନ ଲିପି, ଲାଟିନ ଲିପି


ଅନ୍ୟ ଭାଷାରେ ଅନୁବାଦ :

वह लिपि जिसमें अंग्रेज़ी, लैटिन, फ्रेंच, जरमन आदि भाषाएँ लिखी जाती हैं।

यह पुस्तक रोमन में लिखी गई है।
रोमन, रोमन लिपि, लातिन, लातिन लिपि, लैटिन, लैटिन लिपि

A typeface used in ancient Roman inscriptions.

roman, roman letters, roman print, roman type

ଅର୍ଥ : ଏକ ବିଦେଶୀ ଭାଷା

ଉଦାହରଣ : ପୂର୍ବ କାଳରେ ଇଟାଲୀରେ ଲାଟିନ ଭାଷା କୁହାଯାଉଥିଲା

ସମକକ୍ଷ : ଲାଟିନ ଭାଷା


ଅନ୍ୟ ଭାଷାରେ ଅନୁବାଦ :

एक विदेशी भाषा।

लैटिन पूर्व काल में इटली में बोली जाती थी।
लातिन, लातिन भाषा, लातिनी, लैटिन, लैटिन भाषा

Any dialect of the language of ancient Rome.

latin