ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିନା ଲାଞ୍ଜର ବା କଟା ହୋଇଥିବା ଲାଞ୍ଜଯୁକ୍ତ
ଉଦାହରଣ : ଛୁଆମାନେ ଲାଞ୍ଜହୀନ ଝିଟିପିଟି ପଛରେ ଦୌଡ଼ୁଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बिना पूँछ का।
Not having a tail.
ଅର୍ଥ : ଯାହାର ଲାଞ୍ଜ କଟିଯାଇଛି ବା ନାହିଁ (ପଶୁ)
ଉଦାହରଣ : ଲାଙ୍ଗୁଡ଼ଖଣ୍ଡିଆ ବଳଦଟିକୁ ମାଛିଗୁଡ଼ିକ ବହୁତ ହଇରାଣ କରୁଛନ୍ତି
ସମକକ୍ଷ : ଲାଙ୍ଗୁଡ଼ଖଣ୍ଡିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसकी पूँछ टूटी हुई हो या न हो (पशु)।
ସଂସ୍ଥାପନ କରନ୍ତୁ