ଅର୍ଥ : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି
ଉଦାହରଣ :
ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସଂଚାର ପ୍ରଣାଳୀରେ ହେଉଥିବା ସଂପର୍କ
ଉଦାହରଣ :
ଲାଇନ ଖରାପ ହେବା କାରଣରୁ ଟେଲିଫୋନରେ ସ୍ପଷ୍ଟ ସ୍ବର ଆସୁନାହିଁ
ଅନ୍ୟ ଭାଷାରେ ଅନୁବାଦ :
संचार प्रणाली में होने वाला संपर्क।
लाइन में खराबी होने के कारण टेलिफोन से स्पष्ट आवाज़ नहीं आ रही है।The state of being connected.
The connection between church and state is inescapable.