ଅର୍ଥ : ଗଣିତ ଅନ୍ତର୍ଗତ ଭିନ୍ନ ସଂଖ୍ୟାର ଉପର ସଂଖ୍ୟା ଯାହା ହରର ଭାଗ ଦର୍ଶାଇଥାଏ
ଉଦାହରଣ :
ଆଜି ଗଣିତ ପିରିୟଡ଼୍ରେ ଗୁରୁଜୀ ଲବ ଓ ହର ସମ୍ବନ୍ଧୀ ପାଠ ବୁଝାଇଲେ
ଅନ୍ୟ ଭାଷାରେ ଅନୁବାଦ :
गणित के अंतर्गत भिन्न संख्या में ऊपर वाली संख्या जो हर के भागों का बोध कराती है।
आज गणित के घंटे में गुरुजी ने अंश और हर संबंधी बातों को बताया।The dividend of a fraction.
numeratorଅର୍ଥ : ରାମଚନ୍ଦ୍ରଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ
ଉଦାହରଣ :
ବାଲ୍ମିକୀ ଲବ ଏବଂ କୁଶଙ୍କର ଗୁରୁ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being