ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୋଷେଇଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୋଷେଇଆ   ବିଶେଷ୍ୟ

ଅର୍ଥ : ଅନ୍ୟ ପାଇଁ ଏଠାରେ ରୋଷେଇ କରୁଥିବା ବ୍ୟକ୍ତି

ଉଦାହରଣ : ଆମ ରୋଷେଇଆଦ୍ୱାରା ତିଆରି ହେଉଥିବା ଖାଦ୍ୟ ବହୁତ ସ୍ୱାଦିଷ୍ଟ ହୋଇଥାଏ

ସମକକ୍ଷ : କୁକ୍, ପାକକାରୀ, ବବୁର୍ଚ୍ଚି, ରାନ୍ଧୁଣିଆ


ଅନ୍ୟ ଭାଷାରେ ଅନୁବାଦ :

दूसरे के यहाँ रसोई बनाने वाला व्यक्ति।

हमारे रसोइये द्वारा बनाया गया भोजन बहुत स्वादिष्ट होता है।
आरालिक, कुक, खानसामा, पाकु, पाकुक, पाचक, बावरची, बावर्ची, महराज, महाराज, रसपाचक, रसोइया, रसोईदार, वल्लव

Someone who cooks food.

cook

ଅର୍ଥ : କେବଳ ଭୋଜନ ଲାଗି କାମକରୁଥିବା ଚାକର

ଉଦାହରଣ : କାମ ସାରିଦେବାପରେ ରୋଷେଇଆ ଖାଇବା ଲାଗି ବସିଗଲାଣି


ଅନ୍ୟ ଭାଷାରେ ଅନୁବାଦ :

वह नौकर जो केवल रोटी अर्थात् साधारण भोजन के बदले में काम करता हो।

काम निपटाने के बाद रोटिहा खाने के लिए बैठ गया।
रोटिया, रोटिहा

A manservant (usually the head servant of a household) who has charge of wines and the table.

butler, pantryman