ଅର୍ଥ : ମୁସଲମାନଲୋକେ ରମଜାନ ମାସରେ ଯେଉଁ ଉପବାସ କରନ୍ତି
ଉଦାହରଣ :
ଶକୀଲା ଦଶବର୍ଷ ବୟସରୁ ହିଁ ପ୍ରତିବର୍ଷ ରୋଜା ପାଳନ କରୁଛି
ଅନ୍ୟ ଭାଷାରେ ଅନୁବାଦ :
The third pillar of Islam is fasting (primarily during the month of Ramadan). Muslims abstain from food and drink and gambling and all sensuous pleasures from sunrise to sunset during Ramadan.
sawm