ଅର୍ଥ : ଯେଉଁ ଲୋକମାନେ ରୋଗୀ
ଉଦାହରଣ :
ମଦର ଟେରେସା ନିଜର ସାରାଜୀବନ ଅସୁସ୍ଥ ଲୋକଙ୍କ ସେବାରେ କଟାଇଦେଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାକୁ କୌଣସି ରୋଗ ହୋଇଛି
ଉଦାହରଣ :
ଚିକିତ୍ସା ଅଭାବରୁ ଅଧିକାଂଶ ଗ୍ରାମୀଣ ରୋଗୀ ମରିଯାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯିଏ କୌଣସି ରୋଗରେ ପୀଡ଼ିତ
ଉଦାହରଣ :
ଅନୁନ୍ନତ କ୍ଷେତ୍ରରେ ଅଧିକାଂଶ ରୋଗୀ ଔଷଧ ଅଭାବରୁ ମରିଯାନ୍ତି
ସମକକ୍ଷ : ଅସୁସ୍ଥ, ପୀଡ଼ିତ, ବେମାର, ରୋଗଗ୍ରସ୍ତ, ରୋଗଣା, ରୋଗଣିଆ
ଅନ୍ୟ ଭାଷାରେ ଅନୁବାଦ :
Somewhat ill or prone to illness.
My poor ailing grandmother.