ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଖାଂଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଖାଂଶ   ବିଶେଷ୍ୟ

ଅର୍ଥ : ପୃଥିବୀର ମାନଚିତ୍ରରେ ଉତ୍ତର-ଦକ୍ଷିଣକୁ ଟଣାଯାଇଥିବା ଏକ ସର୍ବମାନ୍ୟ ମଧ୍ୟରେଖାରୁ ପୂର୍ବ କିମ୍ବା ପଶ୍ଚିମ ଦେଶ ବା ସ୍ଥାନର ଦୂରତା

ଉଦାହରଣ : ଅଷ୍ଟ୍ରେଲିଆ ପୃଥିବୀର ଶହେ ଦଶରୁ ଶହେ ଷାଠିଏ ରେଖାଂଶ ପୂର୍ବରେ ଅବସ୍ଥିତ


ଅନ୍ୟ ଭାଷାରେ ଅନୁବାଦ :

पृथ्वी के मानचित्र पर उत्तर-दक्षिण खींची हुई एक सर्वमान्य मध्य-रेखा से पूर्व या पश्चिम के देशों या स्थानों की दूरी।

आस्ट्रेलिया पृथ्वी के एक सौ दस से एक सौ साठ देशांश पूर्व में स्थित है।
देशांतर, देशांश, रेखांश, लम्बांश

The angular distance between a point on any meridian and the prime meridian at Greenwich.

longitude