ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୁରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୁରୁ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଭୈରବ ରାଗ

ଉଦାହରଣ : ସଙ୍ଗୀତଜ୍ଞ ରୁରୁ ଗାଉଛନ୍ତି

ସମକକ୍ଷ : ରୁରୁ ରାଗ


ଅନ୍ୟ ଭାଷାରେ ଅନୁବାଦ :

भैरव राग का एक भेद।

संगीतज्ञ रुरु गा रहा है।
रुरु, रुरु राग

ଅର୍ଥ : ଜଣେ ପୌରାଣିକ ଋଷି

ଉଦାହରଣ : ରୁରୁ ଋଷି ଚ୍ୟବନଙ୍କ ପୌତ୍ର ଥିଲେ

ସମକକ୍ଷ : ରୁରୁ ଋଷି


ଅନ୍ୟ ଭାଷାରେ ଅନୁବାଦ :

एक पौराणिक ऋषि।

रुरु च्यवन के पौत्र थे।
रुरु, रुरु ऋषि

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ଯେଉଁ ଦୈତ୍ୟକୁ ମା ଦୁର୍ଗା ମାରିଥିଲେ

ଉଦାହରଣ : ରୁରୁର ବର୍ଣ୍ଣନା ପୁରାଣ ଗୁଡ଼ିକରେ ଦେଖିବାକୁ ମିଳେ


ଅନ୍ୟ ଭାଷାରେ ଅନୁବାଦ :

एक दैत्य जिसे माँ दुर्गे ने मारा था।

रुरु का वर्णन पुराणों में मिलता है।
रुरु