ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୁମାଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୁମାଲ   ବିଶେଷ୍ୟ

ଅର୍ଥ : ଦେହ ଆଦି ପୋଛିବାପାଇଁ ଚାରିକୋଣିଆ ଛୋଟ କନା

ଉଦାହରଣ : ସୀତା ତା ପାଇଁ ଏକ ବହୁତ ସୁନ୍ଦର ରୁମାଲ କିଣିଲା


ଅନ୍ୟ ଭାଷାରେ ଅନୁବାଦ :

चेहरा आदि पोंछने के लिए कपड़े आदि का चौकोर टुकड़ा।

सीता ने अपने लिए एक बहुत ही सुंदर रूमाल खरीदा।
रुमाल, रूमाल

A square piece of cloth used for wiping the eyes or nose or as a costume accessory.

handkerchief, hankey, hankie, hanky

ଅର୍ଥ : ହାତ, ମୁହଁ ପୋଛିବାପାଇଁ ବ୍ୟବହାର କରାଯାଉଥିବା ଏକ ଛୋଟ କନା ପ୍ରାୟତଃ ଖାଇବା ଟେବୁଲ୍‌ ଉପରେ ରଖାଯାଇଥାଏ

ଉଦାହରଣ : ଖାଇଲାବେଳେ ରୁମାଲ କୋଳରେ ରଖିଲେ ପୋଷାକ ଖରାପ ହୁଏ ନାହିଁ

ସମକକ୍ଷ : ନେପ୍‌କିନ୍‌


ଅନ୍ୟ ଭାଷାରେ ଅନୁବାଦ :

हाथ, मुँह पोछने का एक छोटा कपड़ा जो प्रायः खाने की मेज पर रखा जाता है।

खाते समय नैपकिन को गोद में रख लोगे तो कपड़े ख़राब नहीं होंगे।
नैपकिन

A small piece of table linen that is used to wipe the mouth and to cover the lap in order to protect clothing.

napkin, serviette, table napkin