ଅର୍ଥ : ରକ୍ତର ଆଧିକ୍ୟ କାରଣରୁ ଯେଉଁ ରୋଗରେ ସମଗ୍ର ଶରୀରରୁ ଧୂଆଁ ଭଳି ବାହାରେ
ଉଦାହରଣ :
ରମେଶ ରୁଧିରବୃଦ୍ଧିଦାହ ରୋଗରେ ପୀଡ଼ିତ ଅଛି
ସମକକ୍ଷ : ରୁଧିରବୃଦ୍ଧିଦାହ ରୋଗ
ଅନ୍ୟ ଭାଷାରେ ଅନୁବାଦ :
एक रोग जिसमें रक्त की अधिकता के कारण सारे शरीर से धुआँ-सा निकलता है।
रमेश रुधिरवृद्धिदाह से पीड़ित है।