ଅର୍ଥ : କାଠ ବା ପ୍ଲାଷ୍ଟିକ ଆଦିରେ ତିଆରି ଯେଉଁ ଗୋଲ ବସ୍ତୁ ଉପରେ ସୂତା ଆଦି ଗୁଡ଼ା ଯାଏ
ଉଦାହରଣ :
ଆପଣଙ୍କ ପାଖରେ କୌଣସି ଛୋଟ ରିଲ ଅଛି କି?
ଅନ୍ୟ ଭାଷାରେ ଅନୁବାଦ :
लकड़ी, प्लास्टिक आदि की बनी वह गोल वस्तु जिस पर धागा आदि लपेटा जाता है।
आपके पास कोई छोटी रील है क्या?ଅର୍ଥ : ଫଟୋକ୍ୟାମେରାରେ ଭରାଯାଇଥିବା ଗୋଟିଏ ବସ୍ତୁ ଯାହାଉପରେ ଉଠାଯାଇଥିବା ଚିତ୍ର ସ୍ଥାପିତ ହୋଇଯାଇଥାଏ
ଉଦାହରଣ :
ମୋତେ ନିଜ କ୍ୟାମେରାରେ ରିଲ ଭରିବାକୁ ପଡ଼ିବ
ଅନ୍ୟ ଭାଷାରେ ଅନୁବାଦ :
Photographic film rolled up inside a container to protect it from light.
rollଅର୍ଥ : ଛାୟାଚିତ୍ର ଯୁକ୍ତ ଝିଲ୍ଲି ରୂପୀ ପତଳା ପ୍ଲାଷ୍ଟିକ ଫିତାର ଏକ ପ୍ରକାର ଗୋଲ ବିଡ଼ା ଯାହାକୁ ପ୍ରୋଜେକ୍ଟର ଦ୍ୱାରା ସିନେମା କରି ଦେଖାଇ ଦିଆଯାଏ
ଉଦାହରଣ :
ଏହି ଚଳଚ୍ଚିତ୍ର ପନ୍ଦର ରିଲ ବିଶିଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
छायाचित्र युक्त पतली प्लास्टिक की झिल्ली रूपी फीते की वह गोल गड्डी जिससे प्रोजेक्टर द्वारा सिनेमा दिखाया जाता है।
यह चलचित्र पन्द्रह रील की है।A roll of photographic film holding a series of frames to be projected by a movie projector.
reel