ଅର୍ଥ : କାହାରିକୁ ଦିଆଯାଉଥିବା କୌଣସି ଘଟଣାର ସୂଚନା
ଉଦାହରଣ :
ସମ୍ବାଦଦାତା ପ୍ରେସ୍କୁ ରିପୋର୍ଟ ପଠାଇଲେ ସେ ଥାନାରେ ରିପୋର୍ଟ ଲେଖାଇବାକୁ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସଭା-ସଂସ୍ଥା ବା ଘଟଣା ଆଦିର ଯେଉଁ ବିବରଣୀକୁ ସୂଚନା ଦେବା ନିମନ୍ତେ କାହାରିକୁ ପଠାଯାଏ
ଉଦାହରଣ :
ଡାକ୍ତର ରୋଗୀର ରୋଗ ବିବରଣିକାକୁ ଦେଖୁଛନ୍ତି
ସମକକ୍ଷ : ବିବରଣିକା
ଅନ୍ୟ ଭାଷାରେ ଅନୁବାଦ :
A written document describing the findings of some individual or group.
This accords with the recent study by Hill and Dale.