ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାମ୍ପୁଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାମ୍ପୁଡା   ବିଶେଷ୍ୟ

ଅର୍ଥ : କୌଣସି ପୃଷ୍ଠର ଉପରିଭାଗରେ ରାମ୍ପିହୋଇଯିବା କାରଣରୁ ତିଆରି ହୋଇଥିବା ଖାଲ ବା ଚିହ୍ନ

ଉଦାହରଣ : ପିଲାମାନେ ଛୁରୀରେ ନୂଆ ମେଜ ଉପରେ ରାମ୍ପୁଡା ଚିହ୍ନ କରି ଦେଇଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

किसी सतह पर खुरच जाने के कारण बना गड्ढा या चिन्ह।

बच्चे ने नई मेज पर चाकू से खरोंच लगा दिया।
खराश, खरोंच, खरोंट, खरोच, खरौंट