ଅର୍ଥ : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
ଉଦାହରଣ :
ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
ସମକକ୍ଷ : ଅନୁବନ୍ଧ, ନିଷ୍ପତ୍ତି, ବୁଝାମଣା, ସର୍ତ୍ତ
ଅନ୍ୟ ଭାଷାରେ ଅନୁବାଦ :
कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।
दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।An accommodation in which both sides make concessions.
The newly elected congressmen rejected a compromise because they considered it `business as usual'.ଅର୍ଥ : ଯେଉଁ ଲେଖାଦ୍ୱାରା ଉଭୟ ବାଦୀ ଓ ପ୍ରତିବାଦୀ ମିଳିମିଶି ଅଭିଯୋଗକୁ ନ୍ୟାୟାଳୟରୁ ଉଠାଇନିଅନ୍ତି
ଉଦାହରଣ :
ଓକିଲ ମହାଶୟ ରାଜିନାମାରେ ଉଭୟପକ୍ଷର ଦସ୍ତଖତ କରାଇଲେ
ସମକକ୍ଷ : ସ୍ୱୀକାର ପତ୍ର, ସ୍ୱୀକୃତ ପତ୍ର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏହି ପତ୍ର ଯେଉଁଥିରେ କୌଣସି ପ୍ରକାର ଚୁକ୍ତି ଓ ସର୍ତ୍ତ ଲେଖାଯାଇଥାଏ
ଉଦାହରଣ :
ଦୁଇ ଦଳ ଚୁକ୍ତିନାମାରେ ହସ୍ତାକ୍ଷର କରିଦେଇଛନ୍ତି
ସମକକ୍ଷ : ଏଗ୍ରିମେଣ୍ଟ, ଚୁକ୍ତିପତ୍ର, ସର୍ତ୍ତ
ଅନ୍ୟ ଭାଷାରେ ଅନୁବାଦ :
वह पत्र जिसपर किसी प्रकार का इक़रार और उसकी शर्तें लिखी हों।
दोनों दलों ने इक़रारनामे पर हस्ताक्षर कर दिए हैं।A binding agreement between two or more persons that is enforceable by law.
contractଅର୍ଥ : ଯେଉଁ ଲେଖାକୁ ପ୍ରମାଣ ତଥା ନିଶ୍ଚିତତା ରୂପେ ମାନି ଦୁଇ ବିରୋଧୀ ପକ୍ଷ ପରସ୍ପର ମୀମାଂସା କରିନିଅନ୍ତି
ଉଦାହରଣ :
ବଡ଼ ଭାଇ ରାଜିନାମାରେ ଦସ୍ତଖତ କରିବାକୁ ମନା କରିଦେଲା
ସମକକ୍ଷ : ସ୍ୱୀକାର ପତ୍ର, ସ୍ୱୀକୃତି ପତ୍ର
ଅନ୍ୟ ଭାଷାରେ ଅନୁବାଦ :
नियोक्ता को नौकरी के प्रस्ताव तथा उसकी शर्तों को स्वीकारने की पुष्टि करने के लिए लिखा जानेवाला पत्र।
कल ही मैंने अपने नए नियोक्ता को स्वीकृति-पत्र भेजा है।