ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜମା   ବିଶେଷ୍ୟ

ଅର୍ଥ : ଯେଉଁ ଛୋଟ ଗଛର ଶୁଖିଲା ମଞ୍ଜି ତରକାରୀ ଆଦି ରୂପେ ଖିଆଯାଏ

ଉଦାହରଣ : ଚାଷୀଟି ରାଜମା ଜମିରୁ ଘାସ ବାଛୁଛି


ଅନ୍ୟ ଭାଷାରେ ଅନୁବାଦ :

एक छोटा पौधा जिसके सुखाए हुए बीज सब्जी आदि के रूप में खाए जाते हैं।

किसान राजमा के खेत में निराई कर रहा है।
राजमा

The common bean plant grown for the beans rather than the pods (especially a variety with large red kidney-shaped beans).

frijol, frijole, kidney bean

ଅର୍ଥ : ଗଛରୁ ମିଳୁଥିବା ଯେଉଁ ଶୁଖିଲା ମଞ୍ଜିକୁ ଖିଆଯାଏ

ଉଦାହରଣ : ମାଆ ଆଜି ରାଜମା ତରକାରୀ କରୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

एक पौधे के सुखाए हुए बीज जो खाए जाते हैं।

माँ आज राजमे की सब्जी बना रही है।
राजमा

Large dark red bean. Usually dried.

kidney bean