ଅର୍ଥ : ରାଜାଙ୍କ ପରିବାର ଯେଉଁଠି ତାଙ୍କର ଘରର ସଦସ୍ୟମାନେ ରହନ୍ତି
ଉଦାହରଣ :
ମାଧବ ରାଓ ସିନ୍ଧିଆ ରାଜପରିବାରରେ ଜନ୍ମ ହୋଇଥିଲେ
ଅନ୍ୟ ଭାଷାରେ ଅନୁବାଦ :
राजा का परिवार, जिसमें उसके सगे या घर के लोग होते हैं।
माधव राव सिंधिया राजपरिवार में पैदा हुए थे।Royal persons collectively.
The wedding was attended by royalty.