ଅର୍ଥ : ରହସ୍ୟରେ ଭରା ବା ଯେଉଁଥିରେ ରହସ୍ୟ ଅଛି
ଉଦାହରଣ :
ବୈଜ୍ଞାନିକମାଣଙ୍କ ନିମନ୍ତେ ଉଡନ୍ତା ଥାଳିଆ ଆଜିବି ରହସ୍ୟପୂର୍ଣ୍ଣ ହୋଇରହିଛି
ସମକକ୍ଷ : ଗୂଢ଼, ରହସ୍ୟମୟ, ରହସ୍ୟାତ୍ମକ
ଅନ୍ୟ ଭାଷାରେ ଅନୁବାଦ :
रहस्य से भरा हुआ या जिसमें रहस्य हो।
वैज्ञानिकों के लिए उड़न तश्तरियाँ आज भी रहस्यपूर्ण बनी हुई हैं।