ଅର୍ଥ : ରସାୟନ ସମ୍ବନ୍ଧିତ ଦ୍ରବ୍ୟ
ଉଦାହରଣ :
ପରୀକ୍ଷାଗାରରେ ସାବଧାନ ହୋଇ ରସାୟନର ପ୍ରୟୋଗ କରିବା ଉଚିତ୍
ସମକକ୍ଷ : ରାସାୟନିକ ଦ୍ରବ୍ୟ
ଅନ୍ୟ ଭାଷାରେ ଅନୁବାଦ :
रसायन से संबंधित द्रव्य।
प्रयोगशाला में रसायनों का प्रयोग सावधानी से करना चाहिए।ଅର୍ଥ : ତମ୍ବା,ଲୁହା ଆଦିରୁ ସୁନା ତିଆରି କରିବାର ଏକ କଳ୍ପିତ ବିଦ୍ୟା
ଉଦାହରଣ :
ଆଗକାଳରେ ଲୋକମାନେ ରସାୟନ ଉପରେ ବିଶ୍ୱାସ କରୁଥିଲେ
ସମକକ୍ଷ : ସ୍ୱର୍ଣ୍ଣସିଦ୍ଧି
ଅନ୍ୟ ଭାଷାରେ ଅନୁବାଦ :
ताँबे, लोहे आदि से सोना बनाने की एक कल्पित विद्या।
पुराने समय में लोग रसायन पर विश्वास करते थे।A pseudoscientific forerunner of chemistry in medieval times.
alchemy