ଅର୍ଥ : ସାହିତ୍ୟର କଥା ସାହିତ୍ୟ, କାବ୍ୟ, ନାଟକଆଦିରେ ରହିଥିବା ତତ୍ତ୍ୱ ଯାହା ଅନୁରାଗ, କରୁଣା, କ୍ରୋଧ,ରତିଆଦି ମନୋଭାବକୁ ଜାଗ୍ରତ, ପ୍ରବଳ ତଥା ସକ୍ରିୟ କରେ
ଉଦାହରଣ :
ରସର ସଂଖ୍ୟା ନଅ ବୋଲି ଗଣା ଯାଇଥାଏ
ଅନ୍ୟ ଭାଷାରେ ଅନୁବାଦ :
साहित्य में कथानकों, काव्यों, नाटकों आदि में रहने वाला वह तत्व जो अनुराग, करुणा, क्रोध, रति आदि मनोभावों को जागृत, प्रबल तथा सक्रिय करता है।
रस की संख्या नौ मानी गई है।ଅର୍ଥ : ବୈଦ୍ୟଶାସ୍ତ୍ର ଅନୁସାରେ ଶରୀରର ସାତ ଧାତୁ ମଧ୍ୟରୁ ପ୍ରଥମ ଧାତୁ
ଉଦାହରଣ :
ଶରୀରରେ ଥିବା ଜଳୀୟଅଂଶ ରସର ଅନ୍ତର୍ଗତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଛ ପତ୍ର ଅଥବା ଫୁଲ ପତ୍ରରେ ରହିଥିବା ତରଳ ପଦାର୍ଥ ଯାହା ଛେଚିଲେ ଓ ମକଚିଲେ ସେଥିରୁ ବାହାରେ
ଉଦାହରଣ :
ନିମ୍ବ ରସ ପିଇଲେ ତଥା ଲଗାଇଲେ ଚର୍ମ ରୋଗ ଭଲ ହୁଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଔଷଧୀୟ ପ୍ରଣାଳୀରେ ପାଣି ଫୁଟାଇ ତିଆରି ହେଉଥିବା ରସ
ଉଦାହରଣ :
ବୈଦ୍ୟ ରୋଗୀକୁ ପ୍ରତିଦିନ ତୁଳସୀ କ୍ୱାଥ୍ ପିଇବାକୁ କହିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
ଉଦାହରଣ :
ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
ସମକକ୍ଷ : କ୍ଷୀର, ଖିର, ବୃକ୍ଷର ନିର୍ଯାସ
ଅନ୍ୟ ଭାଷାରେ ଅନୁବାଦ :
A milky exudate from certain plants that coagulates on exposure to air.
latex