ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରପ୍ତାନୀକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରପ୍ତାନୀକାରୀ   ବିଶେଷ୍ୟ

ଅର୍ଥ : ଦେଶ ବାହାରେ ବିକ୍ରି ପାଇଁ ଜିନିଷ ପଠେଇବା କାମ କରୁଥିବା ଲୋକ

ଉଦାହରଣ : ରପ୍ତାନୀକାରୀ ବସ୍ତୁଗୁଡ଼ିକୁ ରପ୍ତାନୀ କରି ଭଲ ଟଙ୍କା ରୋଜଗାର କରିନେଉଛି


ଅନ୍ୟ ଭାଷାରେ ଅନୁବାଦ :

देश के बाहर बिक्री के लिए माल भेजने का कार्य करने वाला व्यक्ति।

निर्यातक वस्तुओं का निर्यात कर अच्छा पैसा कमा लेते हैं।
निर्यात कर्ता, निर्यात-कर्ता, निर्यातक

A businessperson who transports goods abroad (for sale).

exporter

ରପ୍ତାନୀକାରୀ   ବିଶେଷଣ

ଅର୍ଥ : ରପ୍ତାନୀ କରୁଥିବା ଲୋକ

ଉଦାହରଣ : ବସ୍ତ୍ର ରପ୍ତାନୀକାରୀ ସେଠ୍‌ର କାଲି ନିଧନ ହୋଇଗଲା


ଅନ୍ୟ ଭାଷାରେ ଅନୁବାଦ :

निर्यात करनेवाला।

कपड़ा निर्यातक सेठ का कल निधन हो गया।
निर्यातक