ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଣ ସଙ୍ଗୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଣ ସଙ୍ଗୀତ   ବିଶେଷ୍ୟ

ଅର୍ଥ : ଯୁଦ୍ଧ ସମୟରେ ଯୋଦ୍ଧାମାନଙ୍କ ମନରେ ଲଢ଼ିବା ପ୍ରବୃତ୍ତି ଜାଗ୍ରତ କରିବାପାଇଁ ଗାନ କରାଯାଉଥିବା ଗୀତ

ଉଦାହରଣ : ଯୁଦ୍ଧଭୂମିରେ ରଣ ସଂଗୀତ ଗାୟକ ରଣ ସଂଗୀତ ଗାଆନ୍ତି

ସମକକ୍ଷ : ଯୁଦ୍ଧଗୀତ, ରଣ ସଂଗୀତ


ଅନ୍ୟ ଭାଷାରେ ଅନୁବାଦ :

युद्ध के समय योद्धाओं में लड़ने की उत्कंठा को जगाने के लिए गाया जानेवाला एक गीत।

युद्धभूमि में कड़खैत कड़खा गाते हैं।
कड़खा, करखा