ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଙ୍ଗତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଙ୍ଗତ   ବିଶେଷ୍ୟ

ଅର୍ଥ : କା‌ହାରିଦ୍ୱାରା ପ୍ରଦତ୍ତ ରଙ୍ଗର ଯେଉଁ ଗୁଣ ତାର ପ୍ରାଥମିକ ବା ମୁଖ୍ୟ ରଙ୍ଗଠାରୁ ସାମାନ୍ୟ ଅଲଗା ବା ପ୍ରାଥମିକ ରଙ୍ଗର ହିଁ ଫିକା ରୂପ

ଉଦାହରଣ : ଏହି ଚିତ୍ରକୁ ଗୋଲାପୀର ଫିକାରଙ୍ଗ ଦେବା ଉଚିତ

ସମକକ୍ଷ : ଫିକାରଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

किसी दिए हुए रंग का वह गुण जो उसके प्राथमिक या मुख्य रंग से हल्का सा अलग हो या प्राथमिक रंग का ही हल्का रूप।

इस चित्र को गुलाबी रंगत देनी चाहिए।
रंगत