ଅର୍ଥ : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ
ଉଦାହରଣ :
ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା
ସମକକ୍ଷ : ଜାବୁଡ଼ି ଧରିବା, ମିଶିଯିବା, ଲାଗିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କେତେକ ବସ୍ତୁ ପରସ୍ପର ସହିତ ଏପରି ମିଶିବ ବା ଯୋଡ଼ିହେବ ଯେପରି ଗୋଟିକର ପୃଷ୍ଠ ବା ଅନ୍ୟଟିର ସହିତ ଲାଗିଯିବ
ଉଦାହରଣ :
ଏହି ଚୌକିର ଭାଙ୍ଗି ଯାଇଥିବା ହାତ ଯୋଡ଼ିହୋଇଗଲା
ସମକକ୍ଷ : ଲାଗିଯିବା, ସଂଯୁକ୍ତ ହେବା, ସଂଲଗ୍ନ ହେବା
ଅନ୍ୟ ଭାଷାରେ ଅନୁବାଦ :
कुछ वस्तुओं का इस प्रकार परस्पर मिलना या सटना कि एक का अंग या तल दूसरी के साथ लग या चिपक जाए।
इस कुर्सी का टूटा हुआ हत्था जुड़ गया।