ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାଞ୍ଚ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାଞ୍ଚ କରିବା   କ୍ରିୟାପଦ

ଅର୍ଥ : କୌଣସି କାର୍ଯ୍ୟ ଠିକ୍ରେ ଚାଲୁଛି ନା ନାହିଁ ଦେଖିବା

ଉଦାହରଣ : ଆମର କାମକୁ ଜଣେ ଭାଷାବିଜ୍ଞାନୀ ଯାଞ୍ଚ କରିବେ

ସମକକ୍ଷ : ତଦାରଖ କରିବା, ପରଖିବା


ଅନ୍ୟ ଭାଷାରେ ଅନୁବାଦ :

यह देखना कि कोई काम ठीक से हुआ है या नहीं।

हमारे काम को एक भाषाविज्ञानी जाँचेंगे।
जाँच करना, जाँचना, जांच करना, जांचना

Examine carefully for accuracy with the intent of verification.

Audit accounts and tax returns.
audit, inspect, scrutinise, scrutinize

ଅର୍ଥ : କୌଣସି ବିଷୟର ଠିକ୍ ଭୁଲ୍ ନିର୍ଣ୍ଣୟ କରିବା

ଉଦାହରଣ : ବୈଜ୍ଞାନିକମାନେ ବ୍ଲାକ୍ ହୋଲର ସତ୍ୟତା ଉପରେ ଯାଞ୍ଚ କରୁଛନ୍ତି

ସମକକ୍ଷ : ପରୀକ୍ଷାନିରୀକ୍ଷା କରିବା


ଅନ୍ୟ ଭାଷାରେ ଅନୁବାଦ :

किसी विषय की सत्यता या असत्यता का निर्णय करना।

वैज्ञानिक ब्लैक होल के बारे में जाँच कर रहे हैं।
जाँच करना, जाँचना, जांच करना, जांचना

Confirm the truth of.

Please verify that the doors are closed.
Verify a claim.
verify

ଅର୍ଥ : ଚିକିତ୍ସକଙ୍କର ଜଣେ ବ୍ୟକ୍ତିର ରୋଗ ବା ତାର କାରଣ ନିର୍ଣ୍ଣୟ କରିବା

ଉଦାହରଣ : ଚିକିତ୍ସକ ଶୋଇଥିବା ରୋଗୀକୁ ପରୀକ୍ଷା କରୁଛନ୍ତି

ସମକକ୍ଷ : ପରୀକ୍ଷା କରିବା


ଅନ୍ୟ ଭାଷାରେ ଅନୁବାଦ :

चिकित्सक द्वारा यह देखना कि किसी को कोई रोग है या नहीं और अगर है तो उसका कारण क्या है।

चिकित्सक लेटे हुए रोगी को जाँच रहा है।
जाँच करना, जाँचना, जांच करना, जांचना

Test or examine for the presence of disease or infection.

Screen the blood for the HIV virus.
screen, test

ଅର୍ଥ : କୌଣସି ଘଟଣା ବା ବିଷୟର ମୂଳ କାରଣ ବା ରହସ୍ୟର ପତ୍ତା ଲଗାଇବା

ଉଦାହରଣ : ପୁଲିସ୍‌ ତଥ୍ୟର ଅନୁସାନ୍ଧନ କରୁଛି

ସମକକ୍ଷ : ଅନୁସାନ୍ଧନ କରିବା, ଅନ୍ବେଷଣ କରିବା


ଅନ୍ୟ ଭାଷାରେ ଅନୁବାଦ :

किसी घटना या विषय के मूल कारणों या रहस्यों का पता लगाना।

पुलिस तथ्यों की छानबीन कर रही है।
अन्वेषण करना, अवगाहना, छानबीन करना, जाँच-पड़ताल करना, तफतीश करना, तफ़्तीश करना, तफ्तीश करना, तहक़ीकात करना, तहकीकात करना

Conduct an inquiry or investigation of.

The district attorney's office investigated reports of possible irregularities.
Inquire into the disappearance of the rich old lady.
enquire, inquire, investigate

ଅର୍ଥ : କୌଣସି ରୋଗର କାରଣ ଜାଣିବା ପାଇଁ କୌଣସି ଶାରିରୀକ ଦ୍ରବ୍ୟକୁ କୌଣସି ଯନ୍ତ୍ର ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଅବଲୋକନ କରିବା

ଉଦାହରଣ : ଚିକିତ୍ସକ ପ୍ରୟୋଗଶାଳାରେ ରକ୍ତ ପରୀକ୍ଷା କରୁଛନ୍ତି

ସମକକ୍ଷ : ପରୀକ୍ଷା କରିବା


ଅନ୍ୟ ଭାଷାରେ ଅନୁବାଦ :

विशेषतः किसी रोग के कारण को जानने के लिए किसी शारीरिक द्रव्य को किसी यंत्र,रासायनिक प्रक्रिया आदि की सहायता से अवलोकन करना।

चिकित्सक प्रयोगशाला में खून जाँच रहा है।
जाँच करना, जाँचना, जांच करना, जांचना

Test or examine for the presence of disease or infection.

Screen the blood for the HIV virus.
screen, test