ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯଶୋଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯଶୋଦା   ବିଶେଷ୍ୟ

ଅର୍ଥ : ଏକ ବର୍ଣ୍ଣବୃତ୍ତ

ଉଦାହରଣ : ଯଶୋଦା-ର ପ୍ରତି ଚରଣରେ ଗୋଟିଏ ଜଗଣ ତଥା ଦୁଇଟି ଗୁରୁବର୍ଣ୍ଣ ଥାଏ


ଅନ୍ୟ ଭାଷାରେ ଅନୁବାଦ :

एक वर्णवृत्त।

यशोदा के प्रत्येक चरण में एक जगण तथा दो गुरु वर्ण होते हैं।
यशोदा

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ନନ୍ଦଙ୍କ ପତ୍ନୀ ଏବଂ କୃଷ୍ଣଙ୍କ ପାଳକ ମାତା

ଉଦାହରଣ : ଯଶୋଦା କୃଷ୍ଣଙ୍କୁ ବହୁତ ଭଲ ପାଉଥିଲେ

ସମକକ୍ଷ : ନଂଦରାଣୀ, ନନ୍ଦରାଣୀ, ଯଶୋମତି


ଅନ୍ୟ ଭାଷାରେ ଅନୁବାଦ :

नंद की पत्नी और कृष्ण की पालक माता।

यशोदा कृष्ण को बहुत प्यार करती थीं।
जसमति, जसुदा, जसोदा, जसोमति, नंदरानी, नन्दरानी, यशोदा, यशोमति

An imaginary being of myth or fable.

mythical being

ଅର୍ଥ : ରାଜା ଦିଲୀପଙ୍କ ମାଆ

ଉଦାହରଣ : ଯଶୋଦାଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ


ଅନ୍ୟ ଭାଷାରେ ଅନୁବାଦ :

राजा दिलीप की माता।

यशोदा का वर्णन पुराणों में मिलता है।
यशोदा

An imaginary being of myth or fable.

mythical being