ଅର୍ଥ : ଭାରତ ମହାସାଗର ଉପରେ ପ୍ରବାହିତ ବାୟୁ ଯାହାର ପ୍ରବାହ ହେତୁ ଭାରତରେ ବର୍ଷା ହୁଏ
ଉଦାହରଣ :
ଏଥରକ ମୌସୁମୀ ବାୟୁ ଡେରିରେ ଆସିବାରୁ ଚାଷ କାମ ପଛେଇ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
भारतीय महासागर से बहनेवाली एक वायु जिसके चलने से भारत में वर्षा होती है।
इस बार मानसून के देर से आने के कारण खेती पिछड़ गई।A seasonal wind in southern Asia. Blows from the southwest (bringing rain) in summer and from the northeast in winter.
monsoonଅର୍ଥ : ଋତୁ ସମ୍ବନ୍ଧୀୟ
ଉଦାହରଣ :
ଗ୍ରୀଷ୍ମ ପରେ ବର୍ଷାଋତୁର ମୌସୁମୀ ବାୟୁ ଭାରି ଆନନ୍ଦ ଦାୟକ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
Occurring at or dependent on a particular season.
Seasonal labor.