ଅର୍ଥ : ତଳରୁ ଉପର ପର୍ଯ୍ୟନ୍ତ ସମାନ ରୂପରେ ମୋଟା
ଉଦାହରଣ :
ସେ ଥଣ୍ଡାରୁ ରକ୍ଷାପାଇବାପାଇଁ ଗୋଟିଏ ମୋଟା କମ୍ବଳ ଘୋଡ଼େଇ ହେଲା
ଅନ୍ୟ ଭାଷାରେ ଅନୁବାଦ :
नीचे से लेकर ऊपर तक समान रूप से मोटा।
चोटियों पर मोटी बर्फ जमी हुई है।ଅର୍ଥ : ଫୁଲିଯାଇଥିବା ବା ସ୍ଥୂଳ ଶରୀରର ବା ଅତ୍ୟଧିକ ମାଂସ ଯୁକ୍ତ
ଉଦାହରଣ :
ସୂମୋ ପହିଲିମାନ ବହୁତ ମୋଟା ହୋଇଛିମୋଟା ଲୋକମାନଙ୍କୁ ହୃଦ ରୋଗର ବିପଦ ଅଧିକ ଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଜବୁତ ଶରୀରର
ଉଦାହରଣ :
ଏକ ପତଳା ପହିଲିବାନ ଏକ ତାଗଡ଼ା ପହିଲିବାନକୁ ଧୂଳି ଚଟେଇ ଦେଲା
ସମକକ୍ଷ : ତାଗଡ଼ା, ପୃଥୁଳ, ହୃଷ୍ଟ ପୁଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
मजबूत शरीर वाला।
एक दुबले-पतले पहलवान ने एक तगड़े पहलवान को धूल चटा दी।ଅର୍ଥ : ଯାହାର ଚୁନା ବା ଗୁଣ୍ଡ ଚିକ୍କଣ ନୁହେଁ
ଉଦାହରଣ :
ଖଦଡ଼ା ଅଟାରେ ରୋଟି ଭଲ ଫୁଲେ ନାହିଁ
ସମକକ୍ଷ : ଖଣ୍ଡଖଣ୍ଡିଆ, ଖଦଡ଼ା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସାଧାରଣ ବା ଯାହା ଭଲ ନୁହେଁ
ଉଦାହରଣ :
ଦରିଦ୍ରମାନେ ମୋଟା ଶସ୍ୟରେ ହିଁ କାମ ଚଳାଇ ନିଅନ୍ତି
ସମକକ୍ଷ : ବଗଡ଼ା
ଅନ୍ୟ ଭାଷାରେ ଅନୁବାଦ :
Moderate to inferior in quality.
They improved the quality from mediocre to above average.