ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚମଡ଼ା ତିଆରି ଏକ ବଡ଼ ପାତ୍ର ଯାହାଦ୍ୱାରା ବଳଦଙ୍କ ସାହାର୍ଯ୍ୟରେ ଖେତରେ ଜଳସେଚନ ନିମନ୍ତେ ପାଣି ବାହାର କରାଯାଏ
ଉଦାହରଣ : ନଳକୂପ, କେନାଲ ଆଦି ଅଭାବରେ କୃଷକ ପୁରବଟ, ତେଣ୍ଡା ଆଦିରେ ଜଳସେଚନ କରନ୍ତି
ସମକକ୍ଷ : ଚରସା, ପୁରବଟ
ଅନ୍ୟ ଭାଷାରେ ଅନୁବାଦ :हिन्दी
चमड़े का वह बड़ा डोल जिसके द्वारा बैलों की सहायता से खेतों की सिंचाई के लिए पानी खींचा जाता है।
ସଂସ୍ଥାପନ କରନ୍ତୁ