ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁହୂର୍ତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁହୂର୍ତ୍ତ   ବିଶେଷ୍ୟ

ଅର୍ଥ : ନିର୍ଦ୍ଧିଷ୍ଟ କ୍ଷଣ ବା ସମୟ

ଉଦାହରଣ : ବର୍ତ୍ତମାନ ଲଗ୍ନର ମୁହୂର୍ତ୍ତ ନାହିଁ


ଅନ୍ୟ ଭାଷାରେ ଅନୁବାଦ :

निर्दिष्ट क्षण या समय।

अभी लगन का मुहूर्त नहीं है।
जोग, महूरत, मुहूरत, मुहूर्त, योग, साअत, साइत, सायत

ଅର୍ଥ : ଯେଉଁ ସମାରୋହରେ କୌଣସି ନୂଆ ଫିଲ୍ମର ଚିତ୍ରଗ୍ରହଣ ଆରମ୍ଭ ହୋଇଥାଏ

ଉଦାହରଣ : ଏହି ଫିଲ୍ମର ମୁହୂର୍ତ୍ତରେ ଭାଗ ନେବାପାଇଁ ବଡ଼ବଡ଼ ଅଭିନେତା ଆସୁଛନ୍ତି

ସମକକ୍ଷ : ମହୁରତ୍‌


ଅନ୍ୟ ଭାଷାରେ ଅନୁବାଦ :

वह समारोह जिसमें किसी नई फिल्म का चित्रांकन शुरू किया जाता है।

इस फिल्म के मुहूर्त में भाग लेने के लिए बड़े-बड़े अभिनेता आ रहे हैं।
मुहूर्त

ଅର୍ଥ : ଦିବାରାତ୍ରିର ତ୍ରିଂଶତିତମ ଭାଗ

ଉଦାହରଣ : ସେ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ଉଠିଯାଏ


ଅନ୍ୟ ଭାଷାରେ ଅନୁବାଦ :

दिन-रात का तीसवाँ भाग।

वह प्रतिदिन ब्रह्म मुहूर्त में उठ जाता है।
महूरत, मुहूरत, मुहूर्त

ଅର୍ଥ : ପଲକ ପକାଇବାର ପ୍ରକ୍ରିୟା

ଉଦାହରଣ : ଏକ ନିମିଷ ମଧ୍ୟରେ ଦୁନିଆଁ ଓଲଟ ପାଲଟ ହୋଇପାରେ

ସମକକ୍ଷ : କ୍ଷଣ, ନିମିଷ


ଅନ୍ୟ ଭାଷାରେ ଅନୁବାଦ :

पलक झपकने की क्रिया।

वह निमेष से बचने की कोशिश में लगा हुआ है।
निमिष, निमेख, निमेष

A reflex that closes and opens the eyes rapidly.

blink, blinking, eye blink, nictation, nictitation, wink, winking

ଅର୍ଥ : ଅନିଶ୍ଚିତ କମ ସମୟ

ଉଦାହରଣ : ଆପଣ କ୍ଷଣଟିଏ ଅଟକିଯାନ୍ତୁମୁଁ ସେକେଣ୍ଡକରେ ଆସିଲି

ସମକକ୍ଷ : କ୍ଷଣ, ନିମିଷ, ନିମିଷେ, ସେକେଣ୍ଡ


ଅନ୍ୟ ଭାଷାରେ ଅନୁବାଦ :

अनिश्चित कम समय।

आप एक क्षण रुकिए।
मैं एक सेकेंड में आया।
क्षण, छन, पल, मिनट, मिनिट, सेकंड, सेकन्ड, सेकेंड, सेकेन्ड

An indefinitely short time.

Wait just a moment.
In a mo.
It only takes a minute.
In just a bit.
bit, minute, mo, moment, second

ଅର୍ଥ : କୌଣସି କାର୍ଯ୍ୟ ବା ଉଦ୍ଦେଶ୍ୟ ସହଜରେ, ଶିଘ୍ର,ଜଲଦି ସୁବିଧାରେ ହୋଇପାରିବାର ସମୟ ପରିସ୍ଥିତି

ଉଦାହରଣ : ଏହି କାମ କରିବାର ଅବସର ଆସିଗଲାଣି

ସମକକ୍ଷ : ଅବସର, ବେଳା, ମୌକା, ସମୟ


ଅନ୍ୟ ଭାଷାରେ ଅନୁବାଦ :

ऐसा समय या परिस्थिति जिसमें कोई कार्य या उद्देश्य सहजता से, जल्दी या सुविधा से हो सके।

इस काम को करने का अवसर आ गया है।
अवसर, औसर, काल, घड़ी, चांस, चान्स, जोग, दाव, दावँ, नौबत, बेला, मुहूर्त, मौक़ा, मौका, योग, वक़्त, वक्त, वेला, समय, समा, समाँ, समां

A suitable moment.

It is time to go.
time