ଅର୍ଥ : ଉପର ଓ ତଳ ଓଠ ସହିତ କାହାର ଚେହେରାର ଅଂଶବିଶେଷ
ଉଦାହରଣ :
ସେ ବଡ଼ବଡ଼ ହେଉଥିବା ଲୋକ ମୁହଁରେ ଗୋଟେ ଚଟକଣା ମାରିଲେ ଶିକ୍ଷକ ଛାତ୍ରମାନଙ୍କୁ ମୁହଁରେ ଆଙ୍ଗୁଳି ରଖିବାକୁ କହିଲେ
ସମକକ୍ଷ : ମୁଖ
ଅନ୍ୟ ଭାଷାରେ ଅନୁବାଦ :
The externally visible part of the oral cavity on the face and the system of organs surrounding the opening.
She wiped lipstick from her mouth.ଅର୍ଥ : ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି ବସ୍ତୁ ଭିତରକୁ ଯାଏ ବା ବାହାରକୁ ଆସେ
ଉଦାହରଣ :
ଏହି ବୋତଲର ମୁହଁ ବହୁତ ସରୁଆ
ସମକକ୍ଷ : ମୁଖ
ଅନ୍ୟ ଭାଷାରେ ଅନୁବାଦ :
An opening that resembles a mouth (as of a cave or a gorge).
He rode into the mouth of the canyon.ଅର୍ଥ : ଗଳାର ଉପର ଅଙ୍ଗର ମନ୍ୟ ଭାଗ
ଉଦାହରଣ :
ରାମର ମୁହଁ ଖୁସିରେ ଝଲକୁଥିଲା ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
ସମକକ୍ଷ : ଆନନ, ଚେହେରା, ବଦନ, ମୁଖ ମଣ୍ଡଳ
ଅନ୍ୟ ଭାଷାରେ ଅନୁବାଦ :
The front of the human head from the forehead to the chin and ear to ear.
He washed his face.