ଅର୍ଥ : କଂସର ଦରବାରରେ ଥିବା ଏକ ମଲ୍ଲ
ଉଦାହରଣ :
କୃଷ୍ଣ-ବଳରାମ ମଲ୍ଲଯୁଦ୍ଧ ସମୟରେ ମୁଷ୍ଟି ବଧ ହେଲା
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
ଉଦାହରଣ :
ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
ଅନ୍ୟ ଭାଷାରେ ଅନୁବାଦ :