ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଦ୍ରଣ ଯଂତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଦ୍ରଣ ଯଂତ୍ର   ବିଶେଷ୍ୟ

ଅର୍ଥ : କଂପ୍ୟୁଟର ଆଦିରୁ ଇଚ୍ଛା କରୁଥିବା ଜ୍ଞାତବ୍ୟତଥ୍ୟ, କଥା ଆଦିକୁ ଯେତେଦୂର ସମ୍ଭବ କାଗଜ ଆଦିରେ ନକଲ କରିପାରୁଥିବା ଉପକରଣ

ଉଦାହରଣ : ଆପଣ ଏହି ପ୍ରିଣ୍ଟରରେ ରଙ୍ଗୀନ ଲେଖା ବାହାର କରିପାରିବେ

ସମକକ୍ଷ : ପ୍ରିଂଟର, ପ୍ରିଣ୍ଟର, ମୁଦ୍ରଣ ଯନ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

वह उपकरण जिसके द्वारा कंप्यूटर आदि से इच्छित जानकारी, बात आदि को ज्यों का त्यों कागज आदि पर उतार लिया जाता है।

इस प्रिंटर से आप रंगीन प्रति निकाल सकते हैं।
प्रिंटर, प्रिन्टर, मुद्रक यंत्र

A machine that prints.

printer, printing machine