ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଦ୍ଗର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଦ୍ଗର   ବିଶେଷ୍ୟ

ଅର୍ଥ : ବ୍ୟାୟାମ ନିମନ୍ତେ ଉପଯୋଗ କରା ଯଉଥିବା କାଠତିଆରି ଗୋଟିଏ ଲମ୍ବାଳିଅ, ଗୋଲ ଓ ବେଣ୍ଟଯୁକ୍ତ ଉପକରଣ

ଉଦାହରଣ : ପହେଲମାନ ମୁଦ୍ଗର ଚଳାଉଛି

ସମକକ୍ଷ : ମୁଦୁଗର


ଅନ୍ୟ ଭାଷାରେ ଅନୁବାଦ :

लकड़ी का बना एक लंबोतरा, गोल और मूठ लगा साधन जिसका उपयोग व्यायाम के लिए होता है।

पहलवान मुगदर भाँज रहा है।
मुँगरा, मुंगरा, मुगदर, मुग्दर, मुदगर, मुद्गर

A bottle-shaped club used in exercises.

indian club