ଅର୍ଥ : ଗୋଟିଏ ପ୍ରକାର ଛୋଟ ଥଳି
ଉଦାହରଣ :
ମୋର ଟଙ୍କାଥଳି ଚୋରି ହୋଇଯାଇଛି
ସମକକ୍ଷ : ଖିସା, ଗାଞ୍ଜିଆ, ଝୁଲି, ଟଙ୍କାଥଳି, ଥଳି, ଥଳିଆ, ମନିପର୍ସ୍
ଅନ୍ୟ ଭାଷାରେ ଅନୁବାଦ :
A container used for carrying money and small personal items or accessories (especially by women).
She reached into her bag and found a comb.