ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁକ୍ତବାୟୁ ସେବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁକ୍ତବାୟୁ ସେବନ   ବିଶେଷ୍ୟ

ଅର୍ଥ : ସ୍ୱାସ୍ଥ୍ୟର ଉନ୍ନତିପାଇଁ ମୁକ୍ତ ପବନରେ ବୁଲିବା ବା ବସିବା କ୍ରିୟା

ଉଦାହରଣ : ସକାଳୁ ଉଠି ମୁକ୍ତବାୟୁ ସେବନ କରିବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ


ଅନ୍ୟ ଭାଷାରେ ଅନୁବାଦ :

स्वास्थ्य सुधारने के लिए खुली हवा में घूमने या बैठने की क्रिया।

सुबह उठकर वायु सेवन करना स्वास्थ्य के लिए लाभदायक होता है।
वायु सेवन, हवाख़ोरी, हवाखोरी