ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଶ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଶ୍ର   ବିଶେଷ୍ୟ

ଅର୍ଥ : କେତେକ ବ୍ରାହ୍ମଣ ବର୍ଗର ଉପାଧି

ଉଦାହରଣ : ପଣ୍ଡିତ ହରିଦୟାଲ ମିଶ୍ର ଜଣେ ବହୁତ ବଡ଼ ଜ୍ୟୋତିଷାଚାର୍ଯ୍ୟ


ଅନ୍ୟ ଭାଷାରେ ଅନୁବାଦ :

कुछ ब्राह्मणों के वर्ग की उपाधि।

पंडित हरिदयाल मिश्र एक बहुत बड़े ज्योतिषाचार्य हैं।
मिश्र, मिश्रा

ମିଶ୍ର   ବିଶେଷଣ

ଅର୍ଥ : ମିଳା ହୋଇଥିବା

ଉଦାହରଣ : ପିତ୍ତଳ ଏକ ମିଶ୍ର ଧାତୁ

ସମକକ୍ଷ : ମିଳିତ, ମିଶ୍ରଣ, ମିଶ୍ରିତ, ଯୌଗିକ, ସମିଶ୍ରିତ


ଅନ୍ୟ ଭାଷାରେ ଅନୁବାଦ :

मिलाया हुआ।

पीतल एक मिश्र धातु है।
आमेज़, मिश्र, मिश्रित, संश्लिष्ट, सम्मिश्रित