ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଥ୍ୟାବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଥ୍ୟାବାଦ   ବିଶେଷ୍ୟ

ଅର୍ଥ : ଯେଉଁ ସିଦ୍ଧାନ୍ତ ଅନୁସାରେ କେବଳ ବ୍ରହ୍ମ ସତ୍ୟ ଏବଂ ଜଗତ ମିଥ୍ୟା ଏବଂ ଭ୍ରମ କାରଣରୁ ଜଗତ ସତ୍ୟ ପ୍ରତୀତ ହୋଇଥାଏ

ଉଦାହରଣ : ପ୍ରାଚୀନ କାଳରେ ବି କିଛି ଭାରତୀୟ ପଣ୍ଡିତ ମାୟାବାଦର ଦୃଢ଼ ସମର୍ଥନ କରୁଥିଲେ

ସମକକ୍ଷ : ଅସତ୍ୟବାଦ, ମାୟାବାଦ


ଅନ୍ୟ ଭାଷାରେ ଅନୁବାଦ :

यह सिद्धांत कि केवल ब्रह्म सत्य है और जगत मिथ्या है,भ्रम के कारण जगत सत्य प्रतीत होता है।

प्राचीन काल में भी कुछ भारतीय पंडितों ने मायावाद का जोरदार समर्थन किया।
असत्यवाद, असद्वाद, मायावाद, मिथ्यावाद