ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଆଦି ଜମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଆଦି ଜମା   ବିଶେଷ୍ୟ

ଅର୍ଥ : ଖାତାଦାରର ନାମରେ ଜମାରାଶି ଯାହାଉପରେ କେତେକ ନିୟମ ଓ ସର୍ତ୍ତ ଅନୁସାରେ ନିର୍ଦ୍ଧାରିତ ହାରରେ ସୁଧ ମିଳେ

ଉଦାହରଣ : ମିଆଦି ଜମାର ସୁଧ ହାରରେ ବୃଦ୍ଧି ଘଟିଛି

ସମକକ୍ଷ : ଟର୍ମ ଡିପୋଜିଟ


ଅନ୍ୟ ଭାଷାରେ ଅନୁବାଦ :

वह समझौता जिसके तहत कोई व्यक्ति अपने नाम पर निश्चित समय के लिए निश्चित राशि जमा करता है जिस पर कुछ नियम और शर्तों के अनुसार निर्धारित दर पर ब्याज मिलता है।

मियादी जमा के अनुसार यदि आप अपनी राशि निर्धारित समय से पूर्व निकालते हैं तो आपके ब्याज दर में कटौती की जाती है।
आवधिक जमा, एफडी, फिक्स्ड डिपाज़िट, फिक्स्ड डिपाजिट, फिक्स्ड डिपॉज़िट, फिक्स्ड डिपॉजिट, मियादी जमा, सावधि जमा

A certificate of deposit from which withdrawals can be made only after advance notice or at a specified future date.

time deposit