ଅର୍ଥ : ମସ୍ଜିଦରେ ତିଆରି ହୋଇଥିବା ଏକ ଉଚ୍ଚ ଚଉତରା ଯାହା ଉପରେ ମୁଲ୍ଲା ଆଦି ବସି କିଛି କହନ୍ତି
ଉଦାହରଣ :
ମୌଲବୀ ସାହେବ ମିମ୍ବର ଉପରେ ବସି ନମାଜୀମାନଙ୍କୁ ନମାଜ ପଢ଼ାଉଛନ୍ତି
ସମକକ୍ଷ : ମିମ୍ବର
ଅନ୍ୟ ଭାଷାରେ ଅନୁବାଦ :
मसजिद में बना वह ऊँचा चबूतरा जिसपर मुल्ला आदि बैठकर कुछ कहते हैं।
मौलवी साहब मिंबर पर बैठकर नमाजियों को नमाज पढ़ा रहे हैं।