ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଳି   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର ସୂତା

ଉଦାହରଣ : ମାଳିକୁ ମୋଟା ସୂତାରେ ଦିଆଯାଏ


ଅନ୍ୟ ଭାଷାରେ ଅନୁବାଦ :

एक प्रकार की गाँठ।

मालिया मोटे रस्सों में दी जाती है।
मालिया

Any of various fastenings formed by looping and tying a rope (or cord) upon itself or to another rope or to another object.

knot

ଅର୍ଥ : ଗଳାରେ ପିନ୍ଧା ଯାଉଥିବା ଏକ ପ୍ରକାରର ମାଳା

ଉଦାହରଣ : ମା ନିଜ ଝିଅ ନିମନ୍ତେ ଛୋଟ ମୋତିମାଳା କିଣିଲେ

ସମକକ୍ଷ : ଛୋଟମାଳା


ଅନ୍ୟ ଭାଷାରେ ଅନୁବାଦ :

एक तरह की माला जो गले में पहनी जाती है।

माँ ने अपनी बेटी के लिए मोतियों की लड़ी खरीदी।
लड़, लड़ी, लर

A necklace made by stringing objects together.

A string of beads.
A strand of pearls.
chain, strand, string

ଅର୍ଥ : ମାଳାର ଦାନା

ଉଦାହରଣ : ଏହି ମାଳାର ପ୍ରତ୍ୟେକଟି ମାଳି ବହୁମୂଲ୍ୟ ବିଶିଷ୍ଟ

ସମକକ୍ଷ : ଗୁଟି


ଅନ୍ୟ ଭାଷାରେ ଅନୁବାଦ :

माला का दाना।

इस माला का प्रत्येक मनका बहुमूल्य है।
गुरिया, मनका

A small ball with a hole through the middle.

bead

ଅର୍ଥ : ବଗିଚାର ଗଛଗୁଡ଼ିକୁ ସୁନ୍ଦର ଆକାର ଦେବାପାଇଁ ସେଗୁଡ଼ିକ କଟାକଟି କରୁଥିବା ମାଳି

ଉଦାହରଣ : ମାଳି ଗଛଗୁଡ଼ିକର ପତଳା ଡାଳଗୁଡ଼ିକୁ କାଟୁଛି


ଅନ୍ୟ ଭାଷାରେ ଅନୁବାଦ :

बाग के पौधों को सुंदर आकार देने के लिए उनकी काट-छाँट करने वाला माली।

गुलतराश पौधे की पतली डालियों आदि को कतर रहा है।
गुलतराश