ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଲ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଲ୍ଟା   ବିଶେଷ୍ୟ

ଅର୍ଥ : ଏକ ୟୁରୋପୀୟ ଦେଶ

ଉଦାହରଣ : ମାଲ୍ଟା ଦେଶକୁ ଉଣେଇଶ ଶହ ଚଉଷଠି ମସିହାରେ ୟୁନାଇଟେଡ କିଙ୍ଗଡମଠାରୁ ସ୍ୱାଧୀନତା ମିଳିଲା

ସମକକ୍ଷ : ମାଲ୍ଟା ଦେଶ


ଅନ୍ୟ ଭାଷାରେ ଅନୁବାଦ :

माल्टा द्वीप पर स्थित एक यूरोपीय देश।

माल्टा को उन्नीस सौ चौसठ में यूनाइटेड किंडम से स्वतंत्रता मिली।
मालटा, मालटा गणतंत्र, मालटा गणतन्त्र, मालटा गणराज्य, माल्टा, माल्टा गणतंत्र, माल्टा गणतन्त्र, माल्टा गणराज्य

A republic on the island of Malta in the Mediterranean. Achieved independence from the United Kingdom in 1964.

malta, republic of malta

ଅର୍ଥ : ଏକ ଦ୍ୱୀପ

ଉଦାହରଣ : ମାଲ୍ଟା ଦ୍ୱୀପ ଭୂମଧ୍ୟସାଗରରେ ଅବସ୍ଥିତ

ସମକକ୍ଷ : ମାଲ୍ଟା ଦ୍ୱୀପ


ଅନ୍ୟ ଭାଷାରେ ଅନୁବାଦ :

सिसली के दक्षिण में स्थित एक द्वीप।

माल्टा भूमध्यसागर में स्थित है।
मालटा, माल्टा, माल्टा द्वीप

ଅର୍ଥ : ଖଟାମିଠା ଫଳ ଧରୁଥିବା ସନ୍ତରା ଜାତିର ଏକ ଗଛ

ଉଦାହରଣ : ଏଠାରେ ଗୋଟିଏ ଏକର ମାଲ୍ଟା ଗଛର ବଗିଚା ଅଛି

ସମକକ୍ଷ : ମାଲ୍ଟା ଗଛ


ଅନ୍ୟ ଭାଷାରେ ଅନୁବାଦ :

संतरे की प्रजाति का एक पेड़ जिसके फल खटमिट्ठे होते हैं।

यहाँ एक एकड़ में माल्टा का बगीचा है।
मालटा, माल्टा, माल्टा वृक्ष

Any of numerous tropical usually thorny evergreen trees of the genus Citrus having leathery evergreen leaves and widely cultivated for their juicy edible fruits having leathery aromatic rinds.

citrus, citrus tree

ଅର୍ଥ : ସନ୍ତରା ଜାତିର ଏକ ଖଟାମିଠା ଫଳ

ଉଦାହରଣ : କ୍ରେତା ନ ମିଳିବାରୁ ମାଲ୍ଟା ଫଳ ଉତ୍ପାଦନକାରୀ କୃଷକମାନଙ୍କୁ ନିରାଶ ହେବାକୁ ପଡ଼ିଲା

ସମକକ୍ଷ : ମାଲ୍ଟା ଫଳ


ଅନ୍ୟ ଭାଷାରେ ଅନୁବାଦ :

संतरे की प्रजाति का एक खटमिट्ठा फल।

खरीदार उपलब्ध न हो पाने से माल्टा उत्पादक किसानों को निराश होना पड़ा।
मालटा, माल्टा, माल्टा फल