ଅର୍ଥ : ଶରତ ଋତୁରେ ରାତିର ଶେଷ ପହରରେ ଗାନ କରାଯାଉଥିବା ଏକ ରାଗ
ଉଦାହରଣ :
କେତେକ ଲୋକଙ୍କ ମତାନୁସାରେ ମାଲକୋଶ ରାଗ ଶିଶିର ତଥା ବସନ୍ତ ଋତୁରେ ବି ଗାନ କରାଯାଏ
ସମକକ୍ଷ : ମାଲକୋଶ ରାଗ
ଅନ୍ୟ ଭାଷାରେ ଅନୁବାଦ :
एक राग जिसे शरद् ऋतु में रात के पिछले पहर में गाया जाता है।
कुछ लोगों के मतानुसार मालकोश शिशिर तथा वसंत ऋतु में भी गाया जाता है।